ମାଡି ଆସୁଛି ଏକା ବେଳେ ୩ ଟି ଲଘୁଚାପ । ପ୍ରତି ବର୍ଷ ପରି ହେବ କି ବାତ୍ୟା? ଆସନ୍ତୁ ଜାଣିବା ପୁରା ଖବର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଲଘୁଚାପ ବର୍ଷା । ଓଡ଼ିଶା ବି ହେବ ପ୍ରବଳ ରୁ ପ୍ରବଳ ବର୍ଷା । ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏହି ସୁନ୍ଦର ପୃଥିବୀ ପ୍ରକୃତି କୁ ନେଇ ଗଠିତ । ପ୍ରକୃତି ଆଗରେ ସର୍ବଦା ନତମସ୍ତକ ହୋଇ ରହେ ମଣିଷ । ଏହି ପ୍ରକୃତି କେତେବେଳେ ମା ହୋଇ ଆଦରି ନେଇ ଥାଏ ତ କେତେବଳେ ଦେଖାଇ ଥାଏ ତାର କ-ରା-ଳ ରୂପ । ପାଲଟି ଯାଇଥାଏ ହିଂ-ସ୍ର । ହିଂ-ସ୍ର ରୂପ ଦେଖାଇ ବହୁ ଧନ ଜୀବନ କ୍ଷ-ତି କରି ଦେଇ ଥାଏ । ତେବେ ପ୍ରକୃତି ର ଅନେକ ଭ-ୟ-ଙ୍କ-ର ରୂପ ଦେଖିବାକୁ ମିଳି ଥାଏ । ଭୂମିକମ୍ପ , ବାତ୍ୟା, ଆଦି ହୋଇ ବହୁ ଧନ ଜୀବନ କ୍ଷ-ତି ହୋଇ ଥାଏ । 

 

ତେବେ ଏହି ପ୍ରାକୃତିକ ବି-ପ-ର୍ଯ୍ୟ-ୟ ର କାରଣ ହେଉଛି ପରିବେଶ ଓ ପରିବେଶ ରେ ରହୁଥିବା ମନୁଷ୍ୟ । ମନୁଷ୍ୟ ମାନେ ପରିବେଶ କୁ ନିଜ ଆବଶ୍ୟକତା ପାଇଁ ନ-ଷ୍ଟ କରି ଥାନ୍ତି । ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରି ପ୍ରକୃତି କୁ ନ-ଷ୍ଟ କରିଥାନ୍ତି ସେଥି ପାଇଁ ବିଭିନ୍ନ ବି-ପ-ର୍ଯ୍ୟ-ୟ ଦେଖିବାକୁ ମିଳିଥାଏ । ଓଡ଼ିଶା ରେ ଅନେକ ମାତ୍ରା ରେ ମୌସୁମୀ ଜନିତ ବର୍ଷା ଲାଗି ରହି ଥାଏ । ବର୍ଷା ପାଇଁ ଅନେକ କ୍ଷ-ୟ-କ୍ଷ-ତି ହୋଇ ସାରିଲାଣି । ଅନେକ ଧନ ସଂପତ୍ତି ଠାରୁ ଆରମ୍ଭ କରି ଜୀବନ ଅନେକ ଜୀବନ ଯାଇ ଥାଏ । 

 

ତେବେ ସୂଚନା ଯୋଗ୍ୟ ଯେ ଆସନ୍ତା ଦୁଇ ସପ୍ତାହ ମଧ୍ୟ ରେ ଆଗାମୀ ମୌସୁମୀ ଜନିତ ବର୍ଷା ହୋଇ ପାରେ । ଏହାର ପ୍ରଭାବ ରେ ରାଜ୍ୟ ର ଅନେକ ଅଞ୍ଚଳ ବର୍ଷା ହୋଇ ପାରେ । ରାଜ୍ୟ ରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପାଣିପାଗ ବିଭାଗ ରୁ କୌଣସି ସଠିକ୍ ଭାବରେ ସୂଚନା ମିଳି ନାହି । ତଥାପି ଅନୁମାନ କରି କହିଛନ୍ତି ଯେ ଆନ୍ଧ୍ରପରଦେଶ ଓ ତାର ଆଖ ପାଖ ଅଞ୍ଚଳ ତାମିଲନାଡୁ ଆଦି ଅଞ୍ଚଳ ରେ ଏହି ମୌସୁମୀ ଦେଖା ଦେବ । 

 

ଏଥି ପାଇଁ ଓଡ଼ିଶା ରେ ଏହାର ପ୍ରଭାବ ଦେଖା ଦେବ । ଦୁଇ ରୁ ତିନି ସପ୍ତାହ ମଧ୍ୟ ରେ  ଏହା ଦେଖା ଦେବ । ଏହାର ପ୍ରଭାବ ରେ ୩ ଡିଗ୍ରୀ ତାପମାତ୍ରା କୁ ହ୍ରାସ ପାଇବ । ବଶେଷଜ୍ଞ୍ୟ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ସେପ୍ଟେମ୍ବର 15 ସୁଧା ଦକ୍ଷିଣ ବୋଙ୍ଗୋପସାଗର ରେ ତିନୋଟି ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଇଛି । ଆସନ୍ତା ୫ ତାରିଖ ଦିନ ଆନ୍ଧ୍ର ଓଡ଼ିଶା ରେ ଏହି ଲଘୁଚାପ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସମୟ ରେ ଶ୍ରୀଲଙ୍କା ରେ ଏକ ଲଘୁଚାପ ହୋଇଛି । ଏହା ଘନୀଭୂତ ହୋଇ ଦକ୍ଷିଣ ଆରବ ସାଗର ରେ ପହଁଚିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *