ଯାତ୍ରା ହିରୋଇନ କହିଲେ ନିଜ କାହାଣୀ । ଶୁଣିଲେ ଆପଣ ବି ମୁଣ୍ଡ ରେ ହାତ ଦେବେ ! Watch Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରୀନା ଙ୍କ ନୃତ୍ୟ ପାଈ ସେ ସାରା ଓଡ଼ିଶା ରେ ପରିଚିତ। ଆସନ୍ତୁ ଜାଣିବା ତାଙ୍କ ବିଷୟ ରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଲୋକ ମାନଙ୍କ ମନୋରଞ୍ଜନ ପାଇଁ ଅନେକ ପନ୍ଥା ରହିଛି। ତାହା ମଧ୍ୟ ରୁ ଯାତ୍ରା ଏକ ଅନ୍ୟତମ ପନ୍ଥା ଅଟେ। ଯାତ୍ରା ରେ ଅନେକ  କଳାକାର କାମ କରନ୍ତି ତାହା ମଧ୍ୟ ରୁ ରୀନା ଜଣେ ଚର୍ଚ୍ଚିତ ଆଉ ଲୋକୋ ପ୍ରିୟ କଳାକାର ଅଟନ୍ତି ତାଙ୍କର ଯାତ୍ରା ପ୍ରତି ଅଛି ଅନେକ  ଶ୍ରଦ୍ଧା ଆଉ ଭଲ ପାଇବା  । ସେ ତାଙ୍କ କାମ କୁ ସମ୍ମାନ କରନ୍ତି ଓ ନିଷ୍ଠା ର ସହିତ କରନ୍ତି । 

 

ସେ ଏକ ଶିଶୁ କଳାକାର ରୂପ ରେ ଯାତ୍ରା ଜଗତ ରେ ପାଦ ଦେଇଥିଲେ । ଜଣେ ଶିଶୁ କଳାକାର ଭାବେ ଆସି ସେ ପ୍ରାୟ 14/15ବର୍ଷ ହେବ ଏହି ଯାତ୍ରା ମହଲ ରେ ରହିଲେଣି। କଳିଙ୍ଗ ଗଣନାଟ୍ୟ ରେ ପ୍ରଥମ ଥର ଗୋଡ଼ ଦେଇ ଯାତ୍ରା ଦୁନିଆ ରେ ନିଜ ଝଲକ ଦେଖାଇ ଥିଲେ ରୀନା ।ସେ ଏହି ଭଳି ଅନେକ ଯାତ୍ରା ରେ କାମ କରିଛନ୍ତି।

           

ସେଥି ମଧ୍ୟ ରୁ ବାହାଘର ରାନି ର , ବଦମାସ୍ ମିନ କେତନ , ଲିଶା ଓ ଚନ୍ଦନ କ ପ୍ରେମ କାହାଣୀ, ବୋଉ ଲୋ ମୁ ବହୁ ହେବିନି  ଆତ୍ୟଦି ତାଙ୍କର ଲୋକୋ ପ୍ରିୟ ଯାତ୍ରା ଥିଲା । ସେ ନେ-ଗେ-ଟି-ଭ ରୋଲ କରିବାକୁ ଅତ୍ୟନ୍ତ ପସନ୍ଦ କରନ୍ତି । ଆଉ ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଉପରେ ଥିଲା ପୁରାତନ କଳାକାର ମାନ କ ଠାରୁ ତାଙ୍କୁ ଅନେକ କିଛି ଶିଖିବା କୁ ମଧ୍ୟ ମିଳିଛି। 

 

ଆଉ ଏବେ କ କଳାକାର ମାନେ କେହି କାହା କୁ ଆଉ ସମ୍ମାନ ଦେଉ ନାହାନ୍ତି । ରିନା ଖାଲି ଯାତ୍ରା ନୁହେଁ ସେ ଜଣେ ଭଲ ଡ଼ାନ୍ସର ମଧ୍ୟ ଅଟନ୍ତି ସେ ତାଙ୍କ ନୃତ୍ୟ ପାଈ ଅନେକ ପ୍ରଶଂସା ର ପାତ୍ର ମଧ୍ୟ ସାଜିଛନ୍ତି। ସେ ନିଜର ନୃତ୍ୟ ପ୍ରଦର୍ଶନ ପାଈ ମୁମ୍ବାଇ ପର୍ଯ୍ୟନ୍ତ ତାଙ୍କ ର ଯାତ୍ରା କାଏମ ରଖିଛନ୍ତି । ତାଙ୍କ ବାପା ଜଣେ ଭଳି କଳାକାର ଥିଲେ ସେଥିପାଇଁ କଲା କୁ ସମ୍ମାନ ଦେଇ ସେ ରୀନା କୁ ଅନେକ ସପୋର୍ଟ କରିଥିଲେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *