ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସିଏସ୍କେ ର ମାଲିକ ମାହିଙ୍କୁ ନେଇ ଦେଲେ ଏପରି କିଛି ମନ୍ତବ୍ୟ, ଯାହାକୁ ଶୁଣି ମାହିଙ୍କ ଫ୍ୟାନ୍ କହିଲେ ସାବାସ୍ ମାହି!ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି। ପୂର୍ବତନ ଇଣ୍ଡିଆର କ୍ୟାପଟେନ କପିଲ୍ ଦେଭ୍ ଙ୍କର ଏକ ଅଲଗା ହିଁ ସ୍ଥାନ ରହିଛି ଦେଶବାସୀଙ୍କ ମନରେ, ସଚ୍ଚିନତେନ୍ଦୁଲଙ୍କର ଙ୍କୁ କ୍ରିକେଟର ଗଡ୍ ବୋଲି କୁହାଯାଏ, ଆଉ ମାହି ଅର୍ଥାତ୍ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ତ ଲୋକମାନେ ଅନେକ କିଛି ନାମରେ ଜାଣିଛନ୍ତି, ଇଣ୍ଡିଆର ବେଷ୍ଟ ଫିନିସର୍, ବେଷ୍ଟ ୱିକେଟ କିପର୍ ଆଉ ସବୁଠାରୁ ଲମ୍ବା ଛକ୍କା ମାରୁଥିବା ହେଲିକେପ୍ଟର ସଟ୍ ମାରୁଥିବା ଖେଳାଳି। ମାହିଙ୍କ ପାଇଁ ମଧ୍ୟ ଦେଶବାସୀଙ୍କ ମନରେ ଏକ ଅଲଗା ସ୍ଥାନ ରହିଛି, ଯାହାକି ଭବିଷ୍ୟତରେ କୌଣସି ବି ଖେଳାଳି ନେଇ ପାରିବେ ନାହିଁ।
ମହେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଟିମ୍ ଇଣ୍ଡିଆ ବହୁତ ହିଁ କଠିନ ମ୍ୟାଚ୍ କୁ ଜିତିଛି, ବହୁତ କ-ଠି-ନ କ-ଠି-ନ ସମୟରେ ମାହି ଏପରି କିଛି ଡିସିସନ୍ ନେଇ ନିଜର ଚାଲ୍ ଚଲାଇ ଥାଆନ୍ତି ଯାହାକୁ କି ବି-ପ-କ୍ଷ ଟିମ୍ ଖେଳାଳି ବୁଝି ପାରିନଥାଆନ୍ତି, ଓ ଟିମ୍ ଇଣ୍ଡିଆର ବିଜୟ ହୋଇଥାଏ। ତେବେ ଧୋନିଙ୍କ ଅଧ୍ୟକ୍ଷତାରେ ଟିମ୍ ଇଣ୍ଡିଆ ୨୦୦୭ର ଟି ଟ୍ୱେଣ୍ଟି ବିଶ୍ୱକପ, ୨୦୧୧ ବିଶ୍ୱକପ ଆଉ ୨୦୧୩ ଚାମ୍ପିଆନ୍ସ ଟ୍ରଫି ଜିତି ଯାଇଛି। ଧୋନି ସେହିସବୁ ମ୍ୟାଚ ରେ ଇଣ୍ଡିଆକୁ ଜିତେଇଛନ୍ତି ଯେଉଁ ସବୁ ଖେଳରେ ଲୋକମାନେ ତଥା ଟିମ୍ ର କୋଚ୍ ମଧ୍ୟ ନିଜର ଆଶା ଛାଡି ଦେଇଥାଆନ୍ତି।
ସବୁବେଳେ ଟିମ୍ ର ଖରାପ ସମୟରେ ମାହି ଫିଲ୍ଡକୁ ଆସିଥାଆନ୍ତି ଓ ଟିମ୍ ର ସ୍କୋର୍ କୁ ଏକ ଭଲ ସ୍ଥାନରେ ପହଁଞ୍ଚାଇ ଦେଇ ଥାଆନ୍ତି। ମାହି ଯେ କେବଳ ଟିମ୍ ଇଣ୍ଡିଆ ପାଇଁ ହିଁ ଭଲ ପ୍ରଦର୍ଶନ କରି ଥାଆନ୍ତି ତାହା ନୁହେଁ, ବରଂ ମାହି ଆଇପିଏଲରେ ମଧ୍ୟ ନିଜର ଠିକ୍ ସେହିଭଳି ପ୍ରଦର୍ଶନ ଦେଇଥାଆନ୍ତି ଏବଂ ନିଜ ଟିମ୍ କୁ ଜିତାଇ ଥାଆନ୍ତି। ମାହି ସିଏସ୍କେ ଟିମ୍ ର କ୍ୟାପେଟେନ୍ ଭାବେ ଚାରିଥର ଟିମ୍ କୁ ଉଇନର୍ ର ଟାଇଟେଲ୍ ଦେଇଛନ୍ତି। ଏବେ କିନ୍ତୁ ମାହିଙ୍କୁ ଏକ କଥା ଶୁଣିବାକୁ ମିଳୁଛି, ମାହିଙ୍କର ଏହି କଥା ଫ୍ୟାନ୍ସ ମାନଙ୍କୁ ବହୁତ ଖୁସି ମଧ୍ୟ କରାଇଛି।
ଶ୍ରୀନିବାସନ୍, ଯିଏ କି ସିଏସ୍କେର ମାଲିକ ଅଟନ୍ତି, ସିଏ କହିଛନ୍ତି କି ମହେନ୍ଦ୍ର ସିଂହ ଧୋନି ଏହା ଚାହୁଁ ନାହାଁନ୍ତି କି ସିଏସ୍କେ ଆଇପିଏଲ୍ ୨୦୨୨ର ମେଗା ଅପ୍ସନ୍ ରେ ତାଙ୍କୁ ଏପରି କିଣୁ। ତେବେ କଥା ଉଠୁଛି କି ଏପରି ମାନେ କଣ, ତେବେ ଏପରିର ଅର୍ଥ ହେଉଛି କି ମହେନ୍ଦ୍ର ସିଂହ ଧୋନି ଶ୍ରୀନିବାନ୍ ଙ୍କୁ ଏହା କହିଛନ୍ତି କି ଆପଣ ମୋତେ ବହୁତ ଅଧିକ ଟଙ୍କା ଖର୍ଚ୍ଚ କରି କିଣିବେ ନାହିଁ। ଯେଉଁପରି ଭାବରେ ମୁଁ କମ୍ ଟଙ୍କାରେ ଆପଣଙ୍କ ଟିମ୍ ରେ ଫିଟ୍ ବସିବି, ଆପଣ ସେହିପରି ଭାବରେ ମୋତେ ରିଟେନ୍ କରିବେ। ଏହାପରେ ଶ୍ରୀନିବାନ୍ ଏକ ନ୍ୟୁଜ୍ ଚ୍ୟାନେଲରେ କହିଛନ୍ତି କି, ଧୋନି ଜଣେ ଇମାନଦାର ଏବଂ ନିଶ୍ଷକ୍ଷ ବ୍ୟକ୍ତି ଅଟନ୍ତି। ଆଉ ସେ ଚାହୁଁ ନାହାଁନ୍ତି କି ତାଙ୍କ ଉପରେ ଏତେ ଟଙ୍କା ଖର୍ଚ୍ଚ କରାଯାଉ, ତେବେ ମୁଁ ଚାହୁଁଛି କି ଧୋନି ଆସନ୍ତା ବର୍ଷ ମଧ୍ୟ ଆମର କ୍ୟାପେଟେନ୍ ହୁଅନ୍ତୁ ଏବଂ ଆଉ ଆମ ତରଫରୁ ହିଁ ଖେଳନ୍ତୁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।