ବିଶ୍ୱକପ ଖରାପ ଫର୍ମ ଯୋଗୁ ସବୁ ଦିନ ପାଇଁ ବାଦ ପଡିବେ ଏହି ଭାରତୀୟ 2 ଷ୍ଟାର ପ୍ଲେୟାର…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଖ-ରା-ପ ଫର୍ମ ହେତୁ ବିଶ୍ଵକପ ପରେ ଭାରତୀୟ ଦଳରୁ ବାହାରିଯିବେ ଏହି ୨ ଷ୍ଟାର ଖେଳାଳୀ, ନାମ ଜାଣି ହେବେ ଆଶ୍ଚର୍ଯ୍ୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି । କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ । ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି । ନେଇ ପାରିବେ ନାହିଁ ।

 

ମହେନ୍ଦ୍ର ଧୋନି ପରେ ମଧ୍ୟ ବର୍ତ୍ତମାନ ବିରାଟ ଖୋଲି ଭାରତୀୟ ଦଳ ର କ୍ୟାପଟେନ ଅଛନ୍ତି । ବର୍ତ୍ତମାନ ସମୟ ରେ ଚାଲିଥିବା ଟି-୨୦ ବିଶ୍ଵ କପ୍ ରେ ଭାରତୀୟ ଟିମ୍ ପ୍ରଶଂସନୀୟ ଖେଳ ଖେଳି ପାରି ନାହି । ଅପର ପକ୍ଷରେ ବିରାଟ ଖୋଲି ଅଧିନାୟକତ୍ଵ ଛାଡ଼ିବେ ବୋଲି ଘୋଷଣା କରି ସାରିଛନ୍ତି । ଏଥି ପାଇଁ ବର୍ତ୍ତମାନ ରୋହିତ ଶର୍ମା କ୍ୟାପଟେନ ହେବେ ବୋଲି ଶୁଣିବାକୁ ମିଳିଛି । ବିଶ୍ଵ କପ୍ ରେ ଦୁଇ ଜଣ ଖେଳାଳି ବିଶ୍ରାମ ନେବେ ବୋଲି ଶୁଣିବାକୁ ମିଳିଛି । ଜଣେ ହେଉଛନ୍ତି ହାର୍ଦିକ ପାଣ୍ଡ୍ୟା । 

 

ବିଗତ ବିଶ୍ଵ କପ୍ ମ୍ୟାଚ ରେ ଭାରତ ବହୁତ୍ ସୁନ୍ଦର୍ ଭାବରେ ଖେଳି ଆସିଛି । ମାତ୍ର ଚାଲିଥିବା ମ୍ୟାଚ୍ ରେ ଭାରତ ବହୁତ୍ ପଛୁଆ ରହିଛି । ହାର୍ଦିକ ପାଣ୍ଡ୍ୟା ଙ୍କ ପିଠି ରେ ଅସ୍ତ୍ରୋପଚାର  ପରେ ବିଶ୍ରାମ ନେଇ ଖେଳ କୁ ଫେରିଥିଲେ ମାତ୍ର ସେ ପୂର୍ବ ପରି ଫିଟ୍ ନାହାନ୍ତି । ଚାଲିଥିବା ଦୁଇଟି ମ୍ୟାଚ ରେ ସେ ସମୁଦାୟ ୩୫ ରନ୍ କରିଛନ୍ତି । ବଲିଂ ରେ ମଧ୍ୟ ଭଲ ପ୍ରଦର୍ଶନ କରି ପାରି ନାହାଁନ୍ତି । ଠିକ୍ ସେହିପରି ଅନ୍ୟ ଜଣେ ହେଉଛନ୍ତି ଭୁବନେଶ୍ୱର କୁମାର । 

 

ଟିମ୍ ରେ ଭୁବନେଶ୍ୱର ଜଣେ ଭଲ ବଲର ଭାବ ରେ ପରିଚିତ । ମାତ୍ର ବର୍ତ୍ତମାନ ସେ ଆଘାତ ଜନିତ ସ-ମ-ସ୍ୟା ଯୋଗୁ  ବିଶ୍ରାମ ପରେ ଟିମ୍ କୁ ଫେରିବା ପରେ ଭଲ ପ୍ରଦର୍ଶନ କରି ପାରୁ ନାହାଁନ୍ତି । ବର୍ତ୍ତମାନ ମ୍ୟାଚ୍ ରେ ସେ ସମୁଦାୟ ୬ ଟି ୱିକେଟ ନେଇ ପାରିଛନ୍ତି । ତେଣୁ ଟିମ୍ ଙ୍କ ସୂଚନା ଅନୁଯାୟୀ ଆଗାମୀ ବିଶ୍ଵ କପ୍ ମ୍ୟାଚ୍ ରେ ଖେଳି ବାକୁ ଯାଉଥିବା ଭାରତୀୟ ଟିମ୍ ରୁ ବିଶ୍ରାମ ନେବେ ହାର୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ବର କୁମାର । ଏମାନଙ୍କ ବଦଳ ରେ ରିତୁରାଜ୍ ଗାଈକୱାଡ ଓ ଆଭେଶ୍ ଖାନ୍ ଙ୍କୁ ସୁଯୋଗ ଦିଆ ଯାଇ ପାରେ ବୋଲି ସୂଚନା ମିଳିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *