ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆପଣ ବି କଣ କାହାକୁ ଭଲ ପାଉଛନ୍ତି ଏବଂ ତାଙ୍କର ଭଲପାଇବା ମଧ୍ୟ ପାଇବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବେ ଏହି ବ-ଶୀ-କ-ର-ଣକୁ ଆପଣାନ୍ତୁ, ଦେଖିବେ ଶୁଭ ଫଳ ପାଇବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଦୁନିଆରେ ଏପରି ଅନେକ ପୁଅ ଏବଂ ଝିଅ ଅଛନ୍ତି ଯେଉଁମାନେ କି ଜଣଙ୍କୁ ଭଲ ପାଇଥାନ୍ତି କିନ୍ତୁ ସେହି ପିଲା କିମ୍ବା ଝିଅ ତାଙ୍କୁ ଭଲ ପାଇନଥାନ୍ତି। ସେମାନେ ସେହି ପୁଅ କି ଝିଅ କୁ ଏତେ ଭଲ ପାଇଥାନ୍ତି ଯେ ସେମାନେ ତାଙ୍କୁ ପାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି, ଏପରି କି ଜୀବନ ମଧ୍ୟ ଦେବାକୁ ପଛାନ୍ତି ନାହିଁ। ଆମେ ତ ପ୍ରାୟ ଖବର ଦେଖୁଥିବା କି ଅନେକ ପିଲା ମାନେ ପ୍ରେମ ରେ ବିଫଳ ହୋଇ ନିଜର ଜୀ-ବ-ନ ହା-ରି ଦେଉଛନ୍ତି,କିନ୍ତୁ ଅନେକ ପିଲା ଅଛନ୍ତି ଯେଉଁମାନେ ଭାବନ୍ତି କି ଏପରି କିଛି କରନ୍ତି ଯେପରି କି ସେହି ପିଲା ଟି ମୋର ହୋଇଯିବ, ସେମାନେ ସେଥିପାଇଁ ଅନେକ ତରିକା ଆପଣେଇ ଥାଆନ୍ତି।
ତେବେ ଯଦି ଆପଣ କୌଣସି ଝିଅ କିମ୍ବା ଙ୍କୁ ଭଲପାଉଛନ୍ତି କିମ୍ବା କେହି ବିବାହିତା ନାରୀ ଙ୍କୁ ଭଲପାଉଛନ୍ତି, ଭାବଛନ୍ତି ଆପଣ ତାଙ୍କ ବିନା ବ-ଞ୍ଚି ପାରିବେନି ବୋଲି। ତେବେ ଆପଣ ମାନେ ଏହି ବ-ଶୀ-କ-ର-ଣ ଟି କୁ ଆପଣାନ୍ତୁ , ଏହା ଦ୍ୱାରା ଆପଣ ମାନେ ଯାହାଙ୍କୁ ଭଲପାଉଥିବେ ସେ ବ-ଶୀ-କ-ର-ଣ ହୋଇଯିବେ ଏବଂ ଆପଣ ମାନଙ୍କୁ ଭଲ ପାଇବାକୁ ଲାଗିବେ, ଆଉ ଆପଣ ଯଦି କାହାଙ୍କୁ ଭଲପାଉଥିଲେ ।
କୌଣସି କାରଣରେ ଆପଣ ମାନଙ୍କ ମଧ୍ୟରେ କିଛି ଫାଟ ସୃଷ୍ଟି ହୋଇଛି, ତେବେ ଆପଣ ଏହି ବ-ଶୀ-କ-ର-ଣ ଟି କୁ କରିଦେଲେ ସେ ଆପଣଙ୍କୁ ଭଲପାଇବାକୁ ଲାଗିବେ, ଆଗ ଠାରୁ ଅଧିକ ଭଲ ପାଇବାକୁ ମଧ୍ୟ ଲାଗବେ। ତେବେ ଆସନ୍ତୁ ଜାଣିବା ଏହି ବ-ଶୀ-କ-ର-ଣ ଟି କୁ ଆପଣ ମାନେ କିପରି କରିବେ,ଏହା ପାଇଁ କଣ କଣ ଜିନିଷ ର ସବୁ ଆବଶ୍ୟକ ରହିଛି ଓ କେବେ କରିବେ ଏବଂ କେମିତି କରିବେ।
*ଆବଶ୍ୟକ ଉପକାରଣ :-ଗୋଟିଏ ଲେମ୍ବୁ ଏବଂ କିଛି ସିନ୍ଦୂର।*ବସିକରଣ ଵିଧି :-
ଆପଣ ପ୍ରଥମେ ଏକ ଲେମ୍ବୁ ନିଅନ୍ତୁ, ତାହାପରେ ତାକୁ ନେଇ ଚାରି ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଏହି ଲେମ୍ବୁକୁ ସିନ୍ଦୂରରେ ଭଲ ଭାବରେ ଗୋଳାଇ ଦିଅନ୍ତୁ, ଯେପରି ତାହା ଲାଲ ରଙ୍ଗର ହୋଇଯିବ। ସନ୍ଧ୍ୟା ସମୟରେ ଏକାନ୍ତ ସମୟରେ ଗୋଟିଏ ଅଶ୍ୱସ୍ତ ଗଛ ମୂଳକୁ ଚାଲି ଯାଆନ୍ତୁ, ଏବଂ ସେହି ଅଶ୍ୱସ୍ତ ଗଛ ମୂଳରେ ଲେମ୍ବୁକୁ ଭଲ ଭାବରେ ଚିପୁଡି ଦିଅନ୍ତୁ। ଏହାପରେ ସେହି ସ୍ଥାନରେ ଆଙ୍ଗୁଳି ଦ୍ୱାରା ଏକ ଗୋଲାକାର ଆଙ୍କି ଦିଅନ୍ତୁ, ଏବଂ ସେହି ଗୋଲ ମଧ୍ୟରେ ତାହାର ନାମ ଲେଖି ଦିଅନ୍ତୁ ଯାହାକୁ ଆପଣ ଭଲ ପାଉଛନ୍ତି। ସେଠାରେ ନାମ ଲେଖି ସାରିବା ପରେ ଆପଣ ୨୧ଥର ଓଁ ମନ୍ସଟି କୁ ଜପନ୍ତୁ, ଏହି ଉପାୟଟି କୁ ଆପଣ ୪୧ ଦିନ ପର୍ଯ୍ୟନ୍ତ ଲଗାତାର କରନ୍ତୁ। ଏବଂ ୪୧ ଦିନ ଦିନ ଦେଖିବେ କି ଏହାର ଶୁଭ ଫଳ ଆପଣ ନିଶ୍ଚିତ ଭାବେ ପାଇଯିବେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।