ନୂଆ T20 ଅଧିନାୟକ ରୋହିତ ଙ୍କୁ ନୁହେଁ । Kl Rahul ବିସିସିଆଇ ଦେଲା ସୂଚନା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କ୍ୟାପଟେନ ସିପ ରେ ନୂଆ ମୁଖା । ବିଶ୍ରାମ ନେବେ ସିନିୟର୍ ଟିମ୍ । ତେବେ କିଏ ଯୋଗ ଦେବେ ଆସନ୍ତୁ ଜାଣିବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି । କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ । ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି । 

 

ପୂର୍ବତନ ଇଣ୍ଡିଆର କ୍ୟାପଟେନ କପିଲ୍ ଦେଭ୍ ଙ୍କର ଏକ ଅଲଗା ହିଁ ସ୍ଥାନ ରହିଛି ଦେଶବାସୀଙ୍କ ମନରେ, ସଚ୍ଚିନ ତେନ୍ଦୁଲଙ୍କର ଙ୍କୁ କ୍ରିକେଟର ଗଡ୍ ବୋଲି କୁହାଯାଏ, ଆଉ ମାହି ଅର୍ଥାତ୍ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ତ ଲୋକମାନେ ଅନେକ କିଛି ନାମରେ ଜାଣିଛନ୍ତି, ଇଣ୍ଡିଆର ବେଷ୍ଟ ଫିନିସର୍, ବେଷ୍ଟ ୱିକେଟ କିପର୍ ଆଉ ସବୁଠାରୁ ଲମ୍ବା ଛକ୍କା ମାରୁଥିବା ହେଲିକେପ୍ଟର  ସଟ୍ ମାରୁଥିବା ଖେଳାଳି । ମାହିଙ୍କ ପାଇଁ ମଧ୍ୟ ଦେଶବାସୀଙ୍କ ମନରେ ଏକ ଅଲଗା ସ୍ଥାନ ରହିଛି, ଯାହାକି ଭବିଷ୍ୟତରେ କୌଣସି ବି ଖେଳାଳି ନେଇ ପାରିବେ ନାହିଁ ।

 

ମହେନ୍ଦ୍ର ଧୋନି ପରେ ମଧ୍ୟ ବର୍ତ୍ତମାନ ବିରାଟ ଖୋଲି ଭାରତୀୟ ଦଳ ର କ୍ୟାପଟେନ ଅଛନ୍ତି । ବର୍ତ୍ତମାନ ଇଣ୍ଡିଆ ଓ ପାକିସ୍ଥାନ ମଧ୍ୟରେ ହୋଇଥିଲା ଖେଳ । ମାତ୍ର ଖେଳ ରେ ଭାରତୀୟ ଟିମ୍ ହା-ରି ଯାଇ ଥିଲା । ପୁଣି ଥରେ ଖେଳ ହୋଇ ଥିଲେ ମଧ୍ୟ ଭାରତୀୟ ଟିମ୍ ହାରି ଯାଇ ଥିଲା ଓ ସେ ସେମି ଫାଇନାଲ କୁ ଯିବା ରୁ ବଞ୍ଚିତ ହୋଇ ଥିଲା । ଖବର ଅନୁଯୟୀ ଭାରତ ନିୟୂଜଲ୍ୟାଣ୍ଡ ବି-ପ-କ୍ଷ ରେ ଖେଳୁଥିଲା । ଏଥି ପାଇଁ ସୂଚନା ମିଳିଛି ଯେ ଭାରତୀୟ ଟିମ୍ ରେ ଥିବା ସମସ୍ତ ସିନିୟର୍ ଖେଳାଳି ମାନେ ବିଶ୍ରାମ ନେବେ । 

 

ଯେପରିକି ବିରାଟ ଖୋଲି ଓ ରୋହିତ ଶର୍ମା । ବିରାଟ ଖୋଲି ଗତ ସେପ୍ଟେମ୍ବର ମାସ ରେ ସୂଚନା ଦେଇଥିଲେ ଯେ ଟି ୨୦ ପରେ ସେ ଭାରତୀୟ ଟିମ୍ ର କ୍ୟାପଟେନ ସିପ୍ ଛାଡ଼ି ଦେବେ । ଏହି ଖେଳ ରେ ରୋହିତ ଶର୍ମା ବିଶ୍ରାମ ନେବେ । ପୁଣି ଅନ୍ୟ ପକ୍ଷ ରେ ସୂଚନା ମିଳୁଛି ଯେ କେ ରାହୁଲ ହୋଇ ପାରନ୍ତି ଭାରତୀୟ ଦଳ ର କ୍ୟାପଟେନ । ତେବେ ଏହି ଖବର ବେଶ୍ ଚର୍ଚ୍ଚା ର ବିଷୟ ଚାଲିଛି । ଆଗାମୀ ସମୟ ରେ ଜଣା ପଡ଼ିବ ଯେ ଏହା କେତେ ଦୂର ସତ୍ୟ ହେବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *