ନଭେମ୍ବର 9 ରେ ଲଘୁଚାପ । ବେହାଲ ହେବ କି ଓଡିଶା । ଜାଣନ୍ତୁ କେଉଁ ଜିଲ୍ଲା ହେବ ପ୍ରଭାବିତ….

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଆସୁଥିବା ଲଘୁଚାପ ଦ୍ଵାରା କେଉଁ ସବୁ ସ୍ଥାନ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ତରଫ ରୁ ସୂଚନା ମିଳିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସମୟ ରେ ଭାରତୀୟ ପାଣିପାଗ ବିଭାଗ ଏକ ଲଘୁଚାପ କୁ ନେଇ ପୂର୍ବାନୁମାନ ସୂଚନା ଦେଇଛି ।ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ରେ ଆସନ୍ତା ଅକ୍ଟୋବର ୯ ତାରିଖ ରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ତରଫ ରୁ ସୂଚନା ଦିଆ ଯାଇଛି । GFS ମଡେଲ ଅନୁସାରେ ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ।

 

ଭୁ ବି-ଜ୍ଞା-ନୀ ଡ-କ୍ଟ-ର ଜେନାମଣି ସଞ୍ଜୀବ କୁମାର ଏହି ଲଘୁଚାପ ବିଷୟରେ କହିଛନ୍ତି  ଯେ ଏହା ଆକଳନ କରା ଯାଇଛି ଯେ ଲୋ ପ୍ରେସର୍ ୯ ତାରିଖ ହେବ । ଏହା ଦକ୍ଷିଣ ପୂର୍ବ ଦିଗ ରେ ସୃଷ୍ଟି ହେବ ଏବଂ ଏହା ଦ୍ଵାରା ଭାରତ ର ଦକ୍ଷିଣ ପୂର୍ବ ଦିଗ ରେ ଥିବା ଦ୍ଵିପ ଆଣ୍ଡାମାନ ଏବଂ ନିକୋବର ଏହା ଦ୍ଵାରା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହି ଅକ୍ଟୋବର ଏବଂ ନଭେମ୍ବର୍ ମାସ ଟି ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ର-ତ୍ୟା-ବ-ର୍ତ୍ତ-ନ ହେବା ସମୟ ।

 

ଅନ୍ୟ ପଟ ରେ ଭାରତ ର ଉତ୍ତର ଦିଗ ଆଡ଼ୁ ଥଣ୍ଡା ଜଳବାୟୁ ମାଡି ଆସୁଛି ଏବଂ ବର୍ତ୍ତମାନ ସ୍ଥଳଭାଗ ଉପରେ ଯେଉଁ ଜଳବାୟୁ ଟି ଅଛି ତାହା ଅତ୍ୟନ୍ତ ଥଣ୍ଡା ବା ଶୁ-ଷ୍କ ସେଥିରେ ଜଳ କଣା ନାହିଁ ।ଯେହେତୁ ସୂର୍ଯ୍ୟ ବର୍ତ୍ତମାନ ଦକ୍ଷିଣ ଗୋ-ଲା-ର୍ଦ୍ଧ ରେ ଅବସ୍ଥିତ ଅଛନ୍ତି ସେଥିପାଇଁ ବର୍ତ୍ତମାନ ଭାରତୀୟ ସମୁଦ୍ର ସଂପୂର୍ଣ୍ଣ ଭାବରେ ଉ-ତ୍ତ-ପ୍ତ ଅଛି ଏବଂ ବାୟୁ ରେ ଜଳକଣା ମଧ୍ୟ ପ୍ର-ଚୁ-ର ମାତ୍ରା ରେ ରହିଛି।

 

 ତେଣୁ ବର୍ତ୍ତମାନ ଜଳଭାଗ ଏବଂ ସ୍ଥଳଭାଗ ର ଜଳବାୟୁ କୁ ଆକଳନ କରି ଏହା କୁହା ଯାଉଛି ଯେ ଏହି ଲଘୁଚାପ ର ପ୍ରଭାବ ରେ ଆଣ୍ଡାମାନ ଏବଂ ନିକୋବର ଦ୍ବୀ-ପ-ପୁ-ଞ୍ଜ ନିଶ୍ଚିନ୍ତ ଭାବରେ ପ୍ରଭାବିତ ହେବ ଏବଂ ଯଦି ଏହି ଲଘୁଚାପ ଟି ପୁଣି ତାର ପଶ୍ଚିମ ଦିଗ କୁ ପରିବର୍ତ୍ତନ ହୁଏ ତାହେଲେ ଭାରତ ର ଉପକୂଳ ଅଞ୍ଚଳ ଯେମିତିକି ତାମିଲନାଡୁ , ଆନ୍ଧ୍ର ପ୍ରଦେଶ କିମ୍ବା ଓଡ଼ିଶା ଏହି ସବୁ ରାଜ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *