ଶାନ୍ତ ମେଧାବୀ ଛାତ୍ରୀ ଅର୍ଚ୍ଚନାକୁ କିଏ କଲା ନାଗୁଣୀ । ଏହି ବାବୁ ପ୍ରଥମେ ରଖିଥିଲେ ଶାରୀରିକ ସମ୍ପର୍କ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶାନ୍ତ ମେଧାବୀ ଛାତ୍ରୀ ଅର୍ଚ୍ଚନାକୁ କିଏ କଲା ନାଗୁଣୀ । ଏହି ବାବୁ ପ୍ରଥମେ ରଖିଥିଲେ ଶାରୀରିକ ସମ୍ପର୍କ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଅର୍ଚ୍ଚନାଙ୍କ ନାଗଫାସ କେତେ ରୋମାଣ୍ଟିକ ଥିଲା ତାହା ଦିନ ଯେତେ ଗଡୁଛି ସେତେ ଜଣା ପଡୁଛି ଅର୍ଚ୍ଚନାଙ୍କ ଫାଶରେ ଛନ୍ଦି ହେବାପାଇଁ ଲକ୍ଷ ଲକ୍ଷ ଟଙ୍କା ଇନଭେଷ୍ଟ୍ କରୁଥିଲେ ନେତା ମନ୍ତ୍ରୀ ଫାଶରୁ ନିଗୁଡୁଥିବା ଅମୃତକୁ ପାନ କରିବା ପାଇଁ ଆଁ କରି ରହିଥିଲେ ବଡ଼ବଡ଼ିଆ ଅର୍ଚ୍ଚନାଙ୍କ ଗିରଫକୁ ୧୨ ଦିନ ବିତି ଯାଇଥିବା ବେଳେ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସୁଛି ଏବେ ଏମିତି ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

 

ତେବେ କିଏ କିଏ କହୁଥିଲେ ଅର୍ଚ୍ଚନା ମେଟ୍ରିକ ଫ୍ୟାଲ ହେଲେ ପ୍ରକୃତ ରେ ଅର୍ଚ୍ଚନା ଯୁକ୍ତ ଦୁଇ ବିଜ୍ଞାନ ର ଛାତ୍ରୀ ଥିଲେ ।ବାଲେଶ୍ୱର ଜିଲ୍ଲା ଭୋଗରାଈ ବ୍ଲକ୍ ଅନ୍ତର୍ଗତ ସେ ଯୁକ୍ତ ଦୁଇ ବିଜ୍ଞ୍ୟାନ ଉତିର୍ଣ୍ଣ କରିଥିଲେ । କଲେଜ ରେ ପାଠ ପଢୁଥିବା ସମୟ ରେ ଅତ୍ୟନ୍ତ ଶାନ୍ତ ଏବଂ ସରଳ ଭାବର ଛାତ୍ରୀଥିଲେ । ଏହି ଅଳ୍ପ ଦିନ ମଧ୍ୟରେ ସେ କେମିତି ଉଗ୍ର ହେଲେ ସମସ୍ତ ଙ୍କୁ ଚକିତ କରିଛି ।ତେବେ ଏହି ନେଇ ଅର୍ଚ୍ଚନା ସେହି କଲେଜ ରେ ପଢୁଥିବା ନେଇ ଅର୍ଚ୍ଚନା କହିଛନ୍ତି । 

 

ଏହି ପରି ଏକ ଘଟଣା ସୁଣିବା ପରେ କଲେଜ ଅଦକ୍ଷ୍ୟ ମୋଟେବି ବିଶ୍ୱାସ କରି ନଥିଲେ । ଆଉ ପରେ ଆଡମିଶନ ରେଜିଷ୍ଟର ଖୋଲି ଦେଖିବା ପରେ ତାଙ୍କର ସନ୍ଧେହ ଦୂର ହୋଇଥିଲା ହେଲେ ସେ ନିଜକୁ ବି ବିଶ୍ୱାସ କରି ପାରୁନାହାଁନ୍ତି ।ତେବେ ଅର୍ଚ୍ଚନା ନାଗ ବିବାହ କରିବା ପରେ ଜଗବନ୍ଧୁ ଙ୍କ ସହିତ ଜଲେଶ୍ୱର ବ୍ଲକ୍ ଅନ୍ତର୍ଗତ ବାଉଁଶୁଳୀ ଗ୍ରାମରେ ଶଶୁର ଘରେ ରହୁଥିଲେ । 2014 ମସିହା ରେ କମର୍ଦ୍ଧା ଥାନା ଅନ୍ତର୍ଗତ କଚୁଆରୀ ବୈକୁଣ୍ଠ ନାଥ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ରେ +2 ରେ ଭର୍ତ୍ତି ହୋଇଥିଲେ । 

 

ବିଜ୍ଞାନ ରେ ଭଲ ପଢୁଥିବା ଛାତ୍ରୀ ଜଣଙ୍କ ହଠାତ କଣ ଏମିତି ହୋଇ ପାରେ । ଦର୍ଶକ ବନ୍ଧୁ ସବୁ ବେଳେ ଶାନ୍ତ ସରଳ ଏବଂ ସ୍ୱଭାବର ମେଧାବୀ ଛାତ୍ରୀ ଟା କଣ ଏମିତି ବଦଳି ଯାଇପାରେ ।ବିବାହ ପରେ ଏମିତି କଣ ପରିସ୍ଥିତି ହେଲା ଯେ ସେ ଏଭଳି ପନ୍ଥାକୁ ଆପଣେଇଥିଲେ।ଏତେ ସରଳ ସ୍ୱଭାବ ର ଛାତ୍ରୀ ହୋଇ ମଧ୍ୟ ଏତେ ଉଗ୍ର କେମିତି ହେଲା ଏମିତି ବି ସେ ଅନେକ ଗୁଡିଏ ପ୍ରଶ୍ନ ନିଜ ମନକୁ ପଚାରୁଛନ୍ତି । ଦେଖାଯାଉ ଆଗକୁ ଅର୍ଚ୍ଚନା ଘଟଣାରେ କେଉଁସବୁ ସତ ସାମ୍ନାକୁ ଆସୁଛି ତାହା ଦେଖିବା ବାକି ରହିଲା।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *