ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ସ୍ଵାଗତ କରୁଅଛୁ ।ବନ୍ଧୁଗଣ ବହୁ ଚର୍ଚ୍ଚିତ ଅର୍ଚ୍ଚନା ଙ୍କ ମାମଲା ରେ ବର୍ତ୍ତମାନ ତାଙ୍କ ସ୍ଵାମୀ ଜଗବନ୍ଧୁ ଙ୍କୁ ଗିରଫ କରାଯାଇଛି। ଜଗବନ୍ଧୁ ଙ୍କୁ କୋର୍ଟ ଚାଲାଣ କରାଯିବ । ଜଗବନ୍ଧୁ ଙ୍କ ନାମରେ ପ୍ରାୟ ୧୬ ଟି ସଙ୍ଗୀନ ଦଫା ଲାଗିଛି । ଆଉ ପୋ-ଲି-ସ କଡା ସୁରକ୍ଷା ର ସହ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ କୁ ଆଣିଛି ।ତେବେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲ କୁ ଅଣା ଯାଇଛି ।
ଆଉ ପରବର୍ତ୍ତୀ ସ୍ଥିତି ରେ ତାଙ୍କୁ ଏଠାରୁ କୋର୍ଟ ଚାଲାଣ କରାଯିବ । ବନ୍ଧୁଗଣ ବ୍ଲାକ ମେଲର ଅର୍ଚ୍ଚନା ନାଗ ଙ୍କ ସ୍ଵାମୀ ଜଗବନ୍ଧୁ ଙ୍କୁ ଖଣ୍ଡଗିରି ଥାନା ଅଧିକାରୀ ଙ୍କ ଦ୍ଵାରା ବର୍ତ୍ତମାନ ଗିରଫ କରାଯାଇଛି ।ପୂର୍ବରୁ ଅର୍ଚ୍ଚନା ଙ୍କୁ ଗିରଫ କରାଯାଇଥିଲା ଆଉ ଏବେ ତାଙ୍କ ସ୍ଵାମୀ ଜଗବନ୍ଧୁ ଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ନାମରେ ୧୬ ରୁ ଅଧିକ ଦଫା ଲଗା ଯାଇଛି।
ଅର୍ଚ୍ଚନା ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ତାଙ୍କର ନାଗଫାଶ ରେ ଅନେକ ବଡ ବଡ ନେତା ମାନଙ୍କୁ ଫସାଇଥିବା କୁହା ଯାଉଛି । ଅନେକ ବଡ ବଡ ନେତା ମନ୍ତ୍ରୀ ମାନେ ମଧ୍ୟ ଏମାନଙ୍କ ଶିକାର ହୋଇଛନ୍ତି ।ତେବେ ଅର୍ଚ୍ଚନା ଙ୍କ ସ୍ଵାମୀ ଜଗବନ୍ଧୁ ବର୍ତ୍ତମାନ ଗିରଫ ହୋଇଛନ୍ତି ।ଗିରଫ ହେବା ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆ ଯାଇଥିଲା ଏବଂ ପଚରା ଉଚୁରା କରା ଯାଇଥିଲା ।
ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ,ଅର୍ଚ୍ଚନା ଙ୍କ ସ୍ଵାମୀ ଜଗବନ୍ଧୁ ବର୍ତ୍ତମାନ ଗିରଫ ହେବା ପରେ ସେ ପୋ-ଲି-ସ ଆଗରେ କେଉଁ ସବୁ ତଥ୍ୟ ଦେଉଛି । ତେବେ ପରବର୍ତ୍ତୀ ସମୟରେ ଥାନା ଅଧିକାରୀ ଙ୍କ ହାତ କୁ ଆଉ କଣ ସବୁ ଆସୁଛି ,ଆଉ କେଉଁ ସବୁ କଥା ସାମ୍ନା କୁ ଆସୁଛି ,ତାହା ଦେଖିବା ବାକି ରହିଲା । ତେବେ ବର୍ତ୍ତମାନ ଜଗବନ୍ଧୁ ଙ୍କ ଫୋନ୍ ଓ ଲାପଟବ୍ କୁ ଜବତ କରାଯାଇଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।