ଖୁଡି ସହ ପୁତୁରା ର ସମ୍ପର୍କ ଧରା ପଡିବା ପରେ ଖୁଡି କହିଲେ ଏମିତି….

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଖୁଡି ସହ ଥିଲା ପୁତୁରା ର ଖରାପ ସ-ମ୍ପ-ର୍କ । ଧରା ପଡିବା ପରେ ଖୁଡି କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ , ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସମ୍ପର୍କୀୟ ଖୁଡି ସହ ଖରାପ ସ-ମ୍ପ-ର୍କ ରଖିଛି ପୁତୁରା । ଏହି ବିଷୟରେ ମହିଳା ଙ୍କ ସ୍ଵାମୀ ଜାଣିବା ପରେ ସେହି ମହିଳା ଙ୍କୁ ଘରୁ ବାହାର କରି ଦେଇଛନ୍ତି । ଆଉ ଏହାପରେ ସେହି ମହିଳା ଜଣକ ଆଜି ସମ୍ପର୍କୀୟ ପୁତୁରା ଘର ଆଗରେ ଧାରଣା ଦେଇଛି ।

 

 ସ୍ତ୍ରୀ ଲୋକ ଟି ର କହିବା ଅନୁଯାୟୀ , ତା ସ୍ଵାମୀ ର ଅତି ଘନିଷ୍ଠ ବନ୍ଧୁ ହେଉଛି ସେହି ସମ୍ପର୍କୀୟ ପୁତୁରା । ସେହି ପୁତୁରା ଜଣକ ବହୁତ ଥର ତାଙ୍କ ଘରକୁ ଯିବା ଆସିବା କରନ୍ତି , ଏଥିପାଇଁ ସେ ପୁତୁରା ଉପରେ ବହୁତ ବିଶ୍ବାସ କରିଥିଲେ । କିନ୍ତୁ ପୁତୁରା ଥରେ ଜବରଦସ୍ତି ସେହି ମହିଳା ଙ୍କ ସହ ଶାରୀରିକ ସଂ-ପ-ର୍କ ରଖିଥିଲେ ।

 

 

 ଆଉ ସେହି ସମୟ ରେ ମହିଳା ଜଣକ ପାଟି କରିବାକୁ ଚେଷ୍ଟା କରିବାରୁ ପୁତୁରା ତାଙ୍କ ପାଟି କୁ ବନ୍ଦ କରି ଦେଇଥିଲେ। ମହିଳା ଜଣକ ଏହା କହିଛନ୍ତି ଯେ, ପୁତୁରା ଯେତେବେଳେ ତାଙ୍କ ସହ ଖରାପ କାମ କରୁଥିଲା ସେତେବେଳେ ତାଙ୍କ ଦୁଇ ପୁଅ ମଧ୍ୟ ସବୁ ଦେଖିଥିଲେ । ତେବେ ବର୍ତ୍ତମାନ ସାମ୍ନା କୁ ଆସିଥିବା ଏହି ଘଟଣା ଟି ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *