ଶାନ୍ତ ମେଧାବୀ ଛାତ୍ରୀ ଅର୍ଚ୍ଚନାକୁ କିଏ କଲା ନାଗୁଣୀ । ଏହି ବାବୁ ପ୍ରଥମ ରଖିଥିଲେ

 

 

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଯେଉଁ ଅର୍ଚ୍ଚନା ନାଗ ଜଣେ ବ୍ଲାକ ମେଲର ଭାବେ ପରିଚୟ ପାଉଛି , ସେହି ଅର୍ଚ୍ଚନା ଦିନେ କଲେଜ୍ ରେ ଏକ ଶାନ୍ତ ସରଳ ଝିଅ ଭାବେ ପରିଚିତ ଥିଲା । ଏମିତି କଣ ହେଲା ଯେଉଁଥିପାଇଁ ସେ ଏମିତି ନାଗୁଣୀ ପାଲଟି ଗଲା । ବନ୍ଧୁଗଣ ଜଣେ ଶାନ୍ତ ସରଳ ମେଧାବୀ ଛାତ୍ରୀ ର ଏମିତି କଣ ହେଲା ଯେଉଁଥିପାଇଁ ସେ ଏମିତି ବଦଳି ଯାଇପାରେ ।

 

ବନ୍ଧୁଗଣ ଅର୍ଚ୍ଚନା ନାଗ କୁ ନେଇ ଏବେ କିଛି ନୂଆ କଥା ସାମ୍ନା କୁ ଆସିଛି । ତେବେ କେଉଁ ପରିସ୍ଥିତି ରେ ଜଣେ ଶାନ୍ତ ସ୍ଵଭାବ ର ଝିଅ ପାଲଟି ଗଲା ଗୋଟେ ମାୟାବୀନୀ । ଅର୍ଚ୍ଚନା ଙ୍କ ଭଳି ଜଣେ ଝିଅ ଏପରି କରିଛି ବୋଲି ତାଙ୍କୁ ପାଠ ପଢାଉଥିବା ଅଧ୍ୟାପକ ମାନେ ଏହା ବିଶ୍ୱାସ କରି ପାରୁ ନାହାଁନ୍ତି । ହଁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ଜଣାଇବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

 

ଜଣାଇ ରଖୁଛୁ ଯେ ,ବାଲେଶ୍ୱର ଜିଲ୍ଲା ଭୋଗରାଈ ବ୍ଲକ୍ ଅନ୍ତର୍ଗତ କଲେଜ୍ ରେ ଅର୍ଚ୍ଚନା ଯୁକ୍ତ ଦୁଇ ବିଜ୍ଞ୍ୟାନରେ ଉତିର୍ଣ୍ଣ ହୋଇଥିଲେ । ଏମିତିକି ସେ କଲେଜ୍ ରେ ପାଠ ପଢୁଥିବା ବେଳେ ବହୁତ ଶାନ୍ତ ସରଳ ଥିଲେ । ଏମିତିକି କେବେ କାହା ସହ ଝଗଡ଼ା ମଧ୍ୟ କରୁ ନଥିଲେ । ହେଲେ ଏତେ କମ୍ ଦିନ ମଧ୍ୟରେ ତାଙ୍କର ଏହି ରୂପ ସମସ୍ତଙ୍କୁ ଚକିତ କରି ଦେଇଛି ।ଅର୍ଚ୍ଚନା ନାଗ ବିବାହ କରିବା ପରେ ସ୍ଵାମୀ ଜଗବନ୍ଧୁ ଙ୍କ ସହିତ ଜଲେଶ୍ୱର ବ୍ଲକ୍ ଅନ୍ତର୍ଗତ ବାଉଁଶୁଳୀ ଗ୍ରାମରେ ରହୁଥିଲେ ।

 

ତେବେ ବର୍ତ୍ତମାନ ଅର୍ଚ୍ଚନା ଙ୍କ ଏହି ମାମଲା ବିଷୟରେ ଶୁଣି କଲେଜ୍ ଅଧ୍ୟକ୍ଷ ମୋଟେ ବି ବିଶ୍ୱାସ କଲେନି । ଏହାପରେ ସେହି ଅଧ୍ୟକ୍ଷ କଲେଜ୍ ରେଜିଷ୍ଟର ଖୋଲି ଦେଖିବା ପରେ ତାଙ୍କର ସନ୍ଧେହ ଦୂର ହୋଇଥିଲା । ହେଲେ ଏତେ ଶାନ୍ତ ସରଳ ଝିଅ ହୋଇ ଏମିତି କାମ କିପରି କଲା ବୋଲି ସେ ଏତେ ସହଜ ରେ ବିଶ୍ୱାସ କରି ପାରି ନଥିଲେ । 

 

ଏମିତିକି ଅର୍ଚ୍ଚନା ନିଜ କ୍ଲାସ ରେ ତାଙ୍କ ସାଙ୍ଗ ଝିଅ ମାନଂକ ସହିତ ବହୁତ୍ ଭଲ ବ୍ୟବହାର କରୁଥିଲେ । ତେବେ କଲେଜ ବେଳର ସେହି ଶାନ୍ତ ସରଳ ଝିଅ ଆଜି ଏମିତି ବଦଳିଯିବ ବୋଲି କେହି ବି ବିଶ୍ୱାସ କରି ପାରୁ ନାହାଁନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *