ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋ-ସି-ଆ-ଲ ମି-ଡି-ଆରେ ଦେଖିବାକୁ ମିଳିଲା ଏପରି ଏକ ଭିଡିଓ, ଆପଣମାନେ ବି ଦେଖିଲେ ନିଜ ହସକୁ ଅଟକାଇ ପାରିବେନି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁ-ଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।
ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ଆଉ ଏବେ ଯେଉଁ ମହାମାରୀ ଆସିଛି ଏହା ପାଇଁ ତ ସରକାର ଅନେକ ପ୍ରକାର ର ନିୟମ ସବୁ ଲାଗୁ କରୁଛନ୍ତି,ଲୋକ ମାନେ ଘରୁ ମଧ୍ୟ ବାହାରି ପାରୁ ନାହାଁନ୍ତି। ଏହି ସବୁ ମଧ୍ୟରେ ଲୋକ ମାନେ କେତେବି ଖାଲି ବସିବେ। ଆଜିକାଲି ତ ଲୋକ ମାନଙ୍କ ହାତରେ ଫୋନ୍ ପଡିବା ମାତ୍ରେ ହିଁ ସେମାନେ ସମସ୍ତେ ସୋ-ସି-ଆ-ଲ୍ ସା-ଇ-ଟ୍ ରେ ବିଜି। ଏବେବି ସୋ-ସି-ଆ-ଲ୍ ମି-ଡି-ଆରେ ଦେଶ ବିଦେଶ କୁ ନେଇ ବହୁତ ଏପରି କିଛି ଫଟୋ, ଭିଡିଓ, ଖବର ଆଦି ପ୍ରକାଶ ପାଉଛି।
ସୋ-ସି-ଆ-ଲ ସା-ଇ-ଟ୍ ରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ। ହେଲେ ସୋ-ସି-ଆ-ଲ ମି-ଡି-ଆରେ ଅନେକ ସମୟରେ ଏପରି ଅନେକ ଭିଡିଓ ଦେଖିବାକୁ ମିଳିଥାଏ, ଯାହାକି ବହୁତ ହିଁ ମଜାଳିଆ ହୋଇଥାଏ, ସେହି ଭିଡିଓକୁ ଦେଖି ଆମେମାନେ ମଧ୍ୟ ନିଜର ହସକୁ କଣ୍ଟ୍ରୋଲ କରିପାରି ନଥାଉ।
ସୋ-ସି-ଆ-ଲ ସା-ଇ-ଟ୍ ରେ ପ୍ରତ୍ୟେକ ଦିନ ତ ଅନେକ ମଜାଳିଆ ମଜାଳିଆ ଭିଡିଓ ସବୁ ଦେଖିବାକୁ ମିଳେ ହେଲେ ସେହିସବୁ ମଧ୍ୟରୁ ଏପରି କିଛି କିଛି ଭିଡିଓ ଅଧିକ ମଜାଳିଆ ଥାଏ କି ଲୋକମାନେ ତାକୁ ଦେଖିଲେ ବହୁତ ହସି ଥାଆନ୍ତି। ଆମେ ମଧ୍ୟ ଆଜି ଆପଣମାନଙ୍କୁ ସେହିପରି ଏକ ଭିଡିଓ ସମ୍ପର୍କରେ କହିବୁ। ତେବେ ସୋ-ସି-ଆ-ଲ୍ ମି-ଡି-ଆରେ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକି ବହୁତ ହିଁ ମଜାଳିଆ ଅଟେ। ଏହାକୁ ଯେଉଁମାନେ ବି ଦେଖୁଛନ୍ତି ସେମାନେ ବହୁତ ହସୁଛନ୍ତି, ଲୋକମାନେ ଏହି ଭିଡିଓର ମଜା ନେବା ସହ ଏହାକୁ ବହୁତ ସେୟାର୍ ମଧ୍ୟ କରୁଛନ୍ତି।
ତେବେ ଘଟଣାଟି ଏପରି ଥିଲା କି, ଏକ ସ୍ଥାନରେ ଏକ ବର ଯାଉଥିଲା ଏହାକୁ ଦେଖିବା ପାଇଁ ଦୁଇଟି ସାଙ୍ଗ ଛାତକୁ ଯାଇଥିଲେ। ସେମାନେ ବରର ପ୍ରଶେସନ ମଧ୍ୟ ଦେଖୁଥିଲେ, ଏହି ସମୟରେ ଡିଜେ ମଧ୍ୟ ବାଜୁଥିଲା। ସାଧାରଣତଃ ଡିଜେ ବାଜିଲେ ସମସ୍ତଙ୍କୁ ନାଚିବାକୁ ଇଚ୍ଛା ହୋଇଥାଏ। ତେବେ ସେହି ଦୁଇ ସାଙ୍ଗ ମଧ୍ୟ ଉପରେ ଠିଆ ହୋଇଥିଲେ ଏବଂ ସେମାନଙ୍କର ମଧ୍ୟ ନାଚିବାକୁ ଇଚ୍ଛା ହେଉଥିଲା ହେଲେ ନାଚି ପାରୁନଥିଲେ। ସେହି ସମୟରେ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗଙ୍କ ପଛକୁ ଯାଇ ଲୁଚି ଲୁଚି ଏପରି ଡ୍ୟାନ୍ସ କରିଥିଲେ ଯାହାକି ବହୁତ ହିଁ ମଜାଳିଆ ଅଟେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।