ଷଷ୍ଠ ଶ୍ରେଣୀରେ ଯାତ୍ରାବାଲାକୁ ଭଲପାଇ ଘରୁ ଲୁଚି ପଳାଇ ଯାଇଥିଲା ଅର୍ଚ୍ଚନା। ତାପରେ ଅର୍ଚନା…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଷଷ୍ଠ ଶ୍ରେଣୀରେ ଯାତ୍ରାବାଲାକୁ ଭଲପାଇ ଘରୁ ଲୁଚି ପଳାଇ ଯାଇଥିଲା ଅର୍ଚ୍ଚନା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଏବେ ଭୁବନେଶ୍ବର ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦିନ ଯେତେ ଗଡି ଗଡି ଯାଉଛି ମାୟାବିନି ଅର୍ଚ୍ଚନାର ନୂଆ ନୂଆ ଠିକଣା ସବୁ ସାମ୍ନାକୁ ଆସୁଛି । ମାୟାବିନି ଅର୍ଚ୍ଚନା କେଉଁଠି କଣ କରୁଥିଲା କାହା ସହିତ କଣ କଥା ହେଉଥିଲାକାହାକୁ କେଉଁ କାମରେ ଲଗାଉ ଥିଲା ଏ ସବୁ ଗୋଟି ଗୋଟି କରି ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ଯେମିତି ଭାନୁମତୀର ପେଡି ଖୋଲୁଚି ।ଦର୍ଶକ ବନ୍ଧୁ ଆମେ ଆଜି ଆପଣ ମାନଙ୍କୁ ଆଉ ଏକ ନୂଆ ତଥ୍ୟ ଦେବା ପାଇଁ ଯାଉଛୁ ।ଅର୍ଚ୍ଚନା ମାମଲାରେ ଆସିଛି ନୁଆ ମୋଡ଼। ସେ ଯେତେବେଳେ ଗାଁର ସରକାରୀ ସ୍କୁଲରୁ କେସିଙ୍ଗାରଏକ ଘରୋଇ ସ୍କୁଲରେ ଆଡ଼ମିଶନ ନେଇଥିଲା ଅର୍ଚ୍ଚନା।

 

ହେଲେ ସେ ସେହି ସ୍କୁଲ ରେ ବେଶୀ ଦିନ ରହିନାହାନ୍ତି ସେ ସେଠି ଅଧିକ ମାତ୍ର ବଦମାସ ହୋଉଥିଲେ ଆଉ ତାଙ୍କ ସେଠି ଖରାପ ବ୍ୟବହାର କରିଥିବା ଅଭିଯାଗ କରିଛନ୍ତି। ତେଣୁ ସେ କେସିଙ୍ଗା ଘରୋଇ ସ୍କୁଲରେ ଆଡ଼ମିଶନ କରିଥିଲେ ଅର୍ଚ୍ଚନା ତାକୁ ନେଇ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।୨୦୦୧ ନଭେମ୍ବରରେ ଲାଞ୍ଚଗଡା ସ୍କୁଲରେ ପ୍ରଥମ ଶ୍ରେଣୀରେ ଆଡ଼ମିଶନ କରିଥିଲେ। ସେଠାରେ ୨୦୦୮ ଘଟଣା ତାଙ୍କ ଜୀବନ ମୋଡ଼ ବଦଳାଇ ଦେଇଥିଲା। ପରେ ଗାଁ ଛାଡି କେସିଙ୍ଗା ମାମୁଘରକୁ ଚାଲି ଆସିଥିଲେ ଓ ସେଠାରେ ଏକ ଘରୋଇ ସ୍କୁଲରେ ଆଡ଼ମିଶନ କରିଥିଲେ ଅଷ୍ଟମ ଶ୍ରେଣୀରେ।ସେପଟେ ହାଇ ସ୍କୁଲ ପରେ କେସିଙ୍ଗା ସ୍ଥିତ ବୈକୁଣ୍ଠ ନାଥ ହାଇୟର ସେକେଣ୍ଡାରୀ କଲେଜରେ ଆଡ଼ମିଶନ କରିଥିଲେ ଅର୍ଚ୍ଚନା।୨୦୧୪ ରୁ ୨୦୧୬ ଯାଏ ବିଜ୍ଞାନରେ ପାଠ ପଢିଥିଲେ।ଆଉ ସେ ସେଠି ପଢ଼ୁଥିବା ବେଳେ ଗୋଟେ ଯାତ୍ରା ପାଟି ହିରୋ ସହ ସେ ପୋଳେଇଥିଲେ। 

 

ସୂଚନା ଅନୁସାରେ ସେ ହିଁ ହିରୋ କୁ ଭଲ ପାଉଥିଲେ ଆଉ ସେ ସେତେ ବେଳେ ୯କୀଲାସ ରେ ପଢୁଥିଲେ ଆଉ ସେ ସେହି ହିରୋ ସହ ଭୁବେଶ୍ୱଏର ପୋଳେଇଥିଲେ ।ଏହା ପରେ ଘର ଲୋକ ଆଉ ପୋଲିସ ଯାଇ ତାଙ୍କୁ ସେଠୁ ଉଦ୍ଧାର କରିଥିଲେ ସୂଚନା ମିଳିଛି ।କିନ୍ତୁ ଏବେ ସେ ଆଉ ସେହି ଅର୍ଚନା ନାହିଁ ଏବେ ସେ ସୁନ୍ଦରୀ ଅର୍ଚନା ହୋଇଯାଇଛନ୍ତି ।ସେ ସେତେ ବେଳେ ଚାହୁଁଥିଲେ ଯାତ୍ରା ର ହେରୋଇନ ହବ ପାଇଁ ଆଉ ପରୀକ୍ଷା ଦେଇସାରିବା ପରେ ସେ ପୁଣି ସେହି ଯାତ୍ରା ପାଟି ର ହିରୋ ସହ ସେ ମୁମ୍ବାଇ ପୋଳେଇଯାଇଥିଲା ।ଆଉ ସେ ସେଇତିକି ରେ ଶାନ୍ତି ହୋଇନଥିଲା ସେ ତା ପରେ ଭାବୁଥିଲା ଫିଲ୍ମ ରେ ହିରୋଇନ ହୋବବୋଲି କିନ୍ତୁ କିଛି ଦିନ ପରେ ଖବର ଆସିଥିଲା କି ସେ ବଳାତ୍କାର ର ଶିକାର ହୋଇଥିଲା ତେଣୁ ଏହା ଶୁଣି ପରିବାର ଲୋକ ବହୁତ ଅପମାନ ହୋଇଥିଲେ ଆଉ ସେଠୁ ପୋଳେଇଆସିଥିଲା l

 

ଅର୍ଚ୍ଚନାଙ୍କ ସହ କିଛି ପ୍ରତିଷ୍ଠିତ ବ୍ୟକ୍ତି, ଶିଳ୍ପପତିଙ୍କ ସହ ସମ୍ପର୍କ ଥିବା କୁହା ଯାଉଥିବା ବେଳେ ପୋଲିସର ଜେରାକୁ ନେଇ ପ୍ରଶ୍ନ ଉଠୁଛି। ବଡ଼ ବଡ଼ ଅପ-ରା-ଧୀଙ୍କୁ ପୋଲିସ କୋର୍ଟରେ ନେଇ ହାଜର କରୁଥିବା ବେଳେ କାହିଁକି ଅର୍ଚ୍ଚନାଙ୍କୁ ଭିଡିଓ କମ୍ଫରେନ୍ସ ମାଧ୍ୟମରେ ହାଜର କରୁଛି।ତାଙ୍କ ଜାଲରେ ପଡ଼ିଥିଲେ ଅନେକ ବଡ଼ ବଡ଼ ଲୋକ।ଜଣଙ୍କ ପରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିଜ ଫାସରେ ଫସାଇ ଚାଲିଥିଲେ ଅର୍ଚ୍ଚନା।ତାହା ବଦଳରେ ଟଙ୍କା ଆଦାୟ କରୁଥିଲେ।ଯିଏ ଅରାଜି ହେଉଥିଲେ ତାଙ୍କୁ ମାମଲାରେ ଛନ୍ଦି ଦେବା ପାଇଁ ଧମକ ଦେଇଥିଲେ।ଅନେକ ଲୋକ ତାଙ୍କ ସର୍ତ୍ତରେ ରାଜି ହେଇ ଯାଉଥିଲେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *