ଆସିଲା ଦୁଃଖ ଖବର,ପ୍ରସିଦ୍ଧ ଟିଭି ସିରିଏଲ ଅଭିନେତ୍ରୀଙ୍କୁ ବ୍ରେଷ୍ଟ କ୍ୟାନସର ମେଡ଼ିକାଲରେ ଭର୍ତ୍ତି ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବ୍ରେଷ୍ଟ କ୍ୟାନସର ହୋଇଛି ଏହି ଲୋକପ୍ରିୟ ଅଭିନେତ୍ରୀ ଙ୍କୁ । ଆଉ ଏବେ ମେଡିକାଲ ରେ ଭର୍ତ୍ତି , ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ସ୍ଵାଗତ କରୁଅଛୁ ।ବନ୍ଧୁଗଣ ବର୍ତ୍ତମାନ ସମୟରେ ସାମ୍ନା କୁ ଆସିଛି ଏକ ବଡ ଦୁଃଖଦ ଖବର । ଜଣେ ଲୋକପ୍ରିୟ ଅଭିନେତ୍ରୀ ଙ୍କୁ ହୋଇଛି ବ୍ରେ-ଷ୍ଟ କ୍ୟା-ନ୍ସ-ର । ବର୍ତ୍ତମାନ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ସେହି ଅଭିନେତ୍ରୀ । ତେବେ ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ କିଏ ଆପଣ ଜାଣିଲେ , ଆପଣଙ୍କ ମନ ଦୁଃଖ ହୋଇଯିବ । ଏହି ଅଭିନେତ୍ରୀ ଅନେକ ଧାରାବାହିକ ରେ ନିଜ ଅଭିନୟ ର ଯାଦୁ ଦେଖାଇଛନ୍ତି ।

 

ତେବେ ବର୍ତ୍ତମାନ ତାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଛି ବୋଲି ସେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି ।ତେବେ ବନ୍ଧୁଗଣ ଜଣାଇ ରଖୁଛୁ ଯେ , ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଛବି ମିତ୍ତଲ , ଯେ କି ଦୁଇଟି ସନ୍ତାନ ର ମାଆ। ତାଙ୍କ ସ୍ଵାମୀ ଏକ ଡିଜିଟାଲ ଉତ୍ପାଦନ କମ୍ପାନୀ ସହ ମାଲିକ ଅଛନ୍ତି ଏବଂ ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି । ଅଭିନେତ୍ରୀ ଛବି ମିତ୍ତଲ ଅନେକ ଧାରାବାହିକ ଏବଂ କିଛି ସିନେମା ରେ ଅଭିନୟ କରିଛନ୍ତି ।

 

ତେବେ ତାଙ୍କର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହେବା ପରେ ସେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ । ଆଉ ସେ ନିଜର ଅଭିନୟ ବଳରେ ବହୁତ ଲୋକ ପ୍ରୀୟତା ହାସଲ କରି ପାରିଛନ୍ତି। ତେବେ ଏହି ଦୁଃଖଦ ସମୟରେ ତାଙ୍କର ପ୍ରସଂଶକ ମାନେ ତାଙ୍କ ଆରୋଗ୍ୟ କାମନା କରିବା ସହ ଭାଙ୍ଗି ନ ପଡ଼ିବାକୁ କହୁଛନ୍ତି । ତାଙ୍କ ପରିବାର ଲୋକ ମାନେ ବି ବର୍ତ୍ତମାନ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *