ଅକ୍ଟୋବର ୨୪, ୨୫, ୨୬, ୨୭, ୨୮, ୨୯ ଏହି ରାଶି ଙ୍କୁ ମିଳିବ ବଡ଼ ଖୁସି ଖବର ।

 

 

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ , ଗ୍ରହ ମାନଙ୍କ ସ୍ଥାନ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ସିଧାସଳଖ ରାଶି ମାନଙ୍କ ଉପରେ ପଡିଥାଏ । ତେବେ ବନ୍ଧୁଗଣ ବର୍ତ୍ତମାନ ମହା ସଂଯୋଗ ଯୋଗୁଁ କିଛି ରାଶି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ।

 

ମିଥୁନ ରାଶି – ଆପଣ ନିଜ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ବହୁତ ଲାଭ ମିଳିପାରେ ।ଆପଣଙ୍କୁ ନିଜର ସମ୍ପର୍କୀୟ ମାନଙ୍କ ଠାରୁ କୌଣସି କ୍ଷେତ୍ରରେ ସମର୍ଥନ ମିଳିପାରେ ।  ଆପଣ ନିଜ ଟଙ୍କା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

 

କର୍କଟ ରାଶି – ଆପଣଙ୍କ କିଛି ଇଚ୍ଛା ପୂରଣ ହେବ। ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ ।ପ୍ରତିଭା ପ୍ରଦର୍ଶନରେ ଭଲ ରହିବ। ଆପଣଙ୍କ ଦ୍ୱାରା କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ ।

 

ସିଂହ ରାଶି – ଯୋଗ୍ୟତା ପ୍ରଦର୍ଶନ ରେ ଆପଣ ଆଗରେ ରହିବେ । ଆପଣ ନିଜ ଲକ୍ଷ୍ୟ ପ୍ରତି ଉତ୍ସର୍ଗୀକୃତ ହେବେ । କାର୍ଯ୍ୟକୁ ଆଗକୁ ନେବାର କ୍ଷମତା ରଖିବେ । ଅନେକ କ୍ଷେତ୍ରରେ ଆପଣ ସଫଳ ହେବେ। ଦୃଢ଼ତା ସହିତ ଆପଣ ନିଜର ଲକ୍ଷ୍ୟସ୍ଥଳ ରେ ପହଞ୍ଚି ପାରିବେ ।

 

ମକର ରାଶି – ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଟି ବହୁତ ଭଲ ରହିବ । ଆପଣଙ୍କ ଦକ୍ଷତା ବୃଦ୍ଧି ପାଇବ । ଆପଣ କୌଣସି ନୂତନ ସ୍ଥାନ କୁ ଭ୍ରମଣ କରି ପାରନ୍ତି । ପାରିବାର ମଧ୍ୟରେ ଖୁସି ର ମାହୋଲ ରହିବ । ଆପଣଙ୍କୁ କିଛି ନୂଆ ସୁଯୋଗ ପ୍ରାପ୍ତ ହୋଇପାରେ ।

 

କୁମ୍ଭ ରାଶି –  କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବଡ ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ।ସମ୍ପର୍କୀୟ ମାନଙ୍କ ସହିତ ଘନିଷ୍ଠତା ବୃଦ୍ଧି ପାଇବ । ସତର୍କତାର ସହିତ କାର୍ଯ୍ୟ କରନ୍ତୁ। ଆପଣ ନିଜର କୌଣସି ପ୍ରିୟ ଲୋକ ଙ୍କୁ ଅଣଦେଖା କରନ୍ତୁ ନାହିଁ । ସମାଜ ରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ ।

 

ମୀନ ରାଶି – ସାହସ ର ସହିତ ସମସ୍ତ କାର୍ଯ୍ୟକୁ ପୂରଣ କରିବାର କ୍ଷମତା ରଖିବେ । ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଲାଭବାନ ହେବେ । ଆପଣଙ୍କ ଆଦାନ ପ୍ରଦାନ ବୃଦ୍ଧି ହେବ ।ସମସ୍ତଙ୍କ ସହ ଏକାଠି ସମୟ ବ୍ୟତୀତ କରିବାକୁ ଇଚ୍ଚା କରିବେ । ଆପଣଙ୍କ ଆତ୍ମ ବିଶ୍ୱାସ ଦୃଢ଼ ହେବ। 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *