ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ATM ରୁ ଚିରାଫଟା ନୋଟ ବାହାରିଥିଲେ କଣ କରିବେ ସେ ସମ୍ପର୍କରେ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ବେଳେ ବେଳେ ATM ରୁ ପଇସା ଉଠାଇବା ବେଳେ ଭୁଲ ରେ ଚିରା ଫଟା ନୋଟ ବାହାରି ଯାଇଥାଏ । ତେବେ ବେଳେ ବେଳେ ଆମ୍ଭେ ଉକ୍ତ ନୋଟ କୁ ଚଳାଇ ଦିଅନ୍ତି ବେଳେ ବେଳେ ମଭେ ଏହାକୁ ବ୍ୟାଙ୍କ ରେ ଦିଅନ୍ତି । ତେବେ ଯଦି ଆମ୍ଭେ ଉକ୍ତ ପଇସା କୁ ନେଇ ବ୍ୟାଙ୍କ ରେ ଦେଲା ପରେ ବ୍ୟାଙ୍କ ଏହାକୁ ଚେଞ୍ଜ କରୁନାହିଁ । ତେବେ ଆପଣ ଆଇନ ଅନୁସାରେ ବ୍ୟାଙ୍କ ନାମ ରେ ଏକ ମାମଲା ରୁଜୁ କରି ପାରିବେ ।
ତେବେ ଆପଣ ମାନଙ୍କୁ ଜଣାଇ ଦେବାକୁ ଚାହୁଁଚି ଯେ ୨୦୧୭ ମାର୍ଚ୍ଚ ମାସରେ ଆସିଥିବା ଏକ ନିୟମ ଅନୁସାରେ ଯଦି ବ୍ୟାଙ୍କ ସହ ଜଡିତ କୌଣସି ATM ରୁ ପଇସା ଉଠାଇବା ବେଳେ କୋୖଣସି ଚିରା ଫଟା ନୋଟ ବାହାରେ ତେବେ ସଙ୍ଗେ ସଙ୍ଗେ କିମ୍ବା ୪୮ ଘଣ୍ଟା ମଧ୍ୟରେ ଯଦି ଉକ୍ତ ପଇସା କୁ ସେହି ବ୍ୟାଙ୍କ ରେ ଦେଇ ଏହା ବଦଳରେ ଅନ୍ୟ ଏକ ନୋଟ ବ ପଇସା ଆଣି ପାରିବେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।