FACEBOOK, INSTAGRAM, TWITTER ବ୍ୟବହାର କରୁଥିଲେ ହୋଇ ଯାଆନ୍ତୁ ସତର୍କ । ଏହି ନିୟମ ନ ମାନିଲେ ଦେବାକୁ ପଡିବ ଜୋରିମାନା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସରକାର ଙ୍କ ଦ୍ଵାରା ଜାରି ହୋଇଥିବା ନୂଆ ଗାଇଡ଼ ଲାଇନ ବିଷୟରେ ଯାହା ସୋସିଆଲ ମିଡ଼ିଆ ବ୍ୟବହାର କାରୀ ମାନଙ୍କ ଉପରେ ଲାଗୁ କରାହେବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ଭାରତ ସରକାର ସୋସିଆଲ ମିଡ଼ିଆ ରେ ହେଉଥିବା ବିଭିନ୍ନ ଅପ୍ର ପଚାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ନଜର ରଖିବା ପାଇଁ ସରକାର ଜାରି ବିଭିନ୍ନ ନିୟମ କାନୁନ ଜାରି କରିଛନ୍ତି । ତେବେ ଏହି ନିୟମ କାନୁନ ଅତ୍ୟନ୍ତ କଠିନ ହୋଇ ଯାଇଛି । ତେବେ ଏହା ସିଧାସଳଖ ସୋସିଆଲ ମିଡ଼ିଆ ର ମୁଖ୍ୟ କମ୍ପାନୀ ମାନଙ୍କ ଉପରେ ଲାଗୁ ହେବ । 

 

ତେବେ ସୋସିଆଲ ମିଡ଼ିଆ ବର୍ତ୍ତମାନ ସମୟରେ ସବୁ ଲୋକ ଆଣ୍ଡ୍ରଏଡ଼ ମୋବାଇଲ ବ୍ୟବହାର କରୁଛନ୍ତି । ତେବେ ଏଭଳି ସ୍ଥଳେ ଏହି ସୋସିଆଲ ମିଡ଼ିଆ ରେ ସରକାର ଙ୍କ ବିରୁଦ୍ଧରେ ଦେଶ ବିରୁଦ୍ଧରେ ତଥା ବିଭିନ୍ନ ଆତଙ୍କିତ ତଥ୍ୟ ତଥା ଖରାପ କାର୍ଯ୍ୟ କିମ୍ବା ନଗ୍ନତା ଥିବା ଭିଡ଼ିଓ ଉପରେ ନଜର ରଖିବା ସହ ଏହି ସବୁ କାର୍ଯ୍ୟ କରି ଛାଡୁଥିବା ଲୋକ ଉପରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *