SBI ଆଣିଲା ନୂଆ ନିଅମ ଖାଲି ଲାଭ ହିଁ ଲାଭ । ଆପଣ ଜାଣି ରଖନ୍ତୁ ଏହି ଲାଭ ବିଷୟରେ ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ବିକଳାଙ୍ଗ ଏବଂ ୭୦ ବର୍ଷ ବୟସରୁ ଅଧିକ ବୟସର ବୃଦ୍ଧବୃଦ୍ଧା ମାନଙ୍କ ଉପକୃତ ହେବା ନିମନ୍ତେ SBI ର ଏକ ନୂତନ ସ୍କିମ ସମ୍ବନ୍ଧରେ ,କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ମୁଁ ଆପଣଙ୍କୁ କହିବାକୁ ଯାଉଛି ଯେ ଏକ ସ୍କିମ ଯାହା ସାହାଯ୍ୟରେ ଆପଣ ନିଜ ଘର ପାଖରେ ବସି ପଇସା ଉଠାନ ଏବଂ ପଇସା ବ୍ୟାଙ୍କ ରେ ଡ଼ିପୋଜିଟ ,ଚେକ ଡ଼ିପୋଜିଟ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ସବୁ ଘର ପାଖରେ ଆପଣ ପାଇଁ ପାରିବେ । ତେବେ ଏହା କୁ ପାଇବା ବା ଏହି ସ୍କିମ ର ଲାଭ ଉଠାଇବାକୁ ହେଲେ ।

 

 ଆପଣଙ୍କୁ ସର୍ବପ୍ରଥମେ ଆପଣଙ୍କୁ SBI ର ଏକ ୱେବ ସାଇଟ psbbsb କୁ ଯାଇ କିମ୍ବା DSB ମୋବାଇଲ ଆପ୍ଲିକେସନ ନିଜ ମୋବାଇଲ ରେ ଡାଉନଲୋଡ ମାରି ଆପଣ dorestep ବ୍ୟାଙ୍କ ର ଲାଭ ଉଠାଇପାରିବେ । କିମ୍ବା ପାଖ ଯେକୌଣସି SBI ର ଶାଖା କୁ ଯାଇ ଆପଣ ଏହି ସ୍କିମ ର ଲାଭ ଉଠାଇ ପାରିବେ । ତେବେ ଏହା କେବଳ ବିକଳାଙ୍ଗ ଏବଂ ୭୦ ବର୍ଷ ବୟସରୁ ଅଧିକ ବୟସର ବୃଦ୍ଧବୃଦ୍ଧା ମାନଙ୍କ ପାଇଁ । ତେବେ ଏହା ମାଇନର ଏବଂ ସେଭିଙ୍ଗ ଆକାଉଣ୍ଟ ଧାରୀ ମାନଙ୍କ ପାଇଁ ନୁହେଁ। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *