SBI ରେ ଖାତା ଥିଲେ ଦେଖନ୍ତୁ SBI ର ନୂଆ ନିୟମ । ନିୟମ ନମାନିଲେ ଖାତାରୁ କଟିବ ଟଙ୍କା । ଜାଣନ୍ତୁ SBI ର ନିୟମ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି SBI ର ନୂଆ ନିୟମ ସମ୍ପର୍କରେ ଯାହାକୁ ନମାନିଲେ ଆପଣଙ୍କ ପଇସା କଟିପାରେ ତେବେ ଆପଣଙ୍କୁ ଆମ୍ଭେ SBI ର ସେହି ନିୟମ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଭାରତ ରେ ସର୍ବାଧିକ ଲୋକ ଙ୍କ ଖାତା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଖୋଲା ଯାଇଛି । ସେହିଭଳି ବୋହୁ ସାରା ଲୋକ ମାନେ ଏହାର ସୁବିଧା ନେଉଥିବା ବେଳେ ବୋହୁ ସାରା ଲୋକ ମାନେ ବ୍ୟାଙ୍କ ର ସଠିକ ନିୟମାବଳୀ ନ ଜାଣିପାରି ବୋହୁ ପଇସା କଟିଯାଉଛି । 

 

ବର୍ତ୍ତମାନ ଆମ୍ଭେ SBI ଜାରି କରିଥିବା ସେହିଭଳି ଏକ ନିୟମ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଯଦି ଆପଣଙ୍କ ଆକାଉଣ୍ଟ ରେ ଯେତିକି ଟଙ୍କା ଅଛି ଆପଣ ATM ରେ ତାଠାରୁ ଅଧିକ ଟଙ୍କା ଉଠାଇ ବାକୁ ପ୍ରୟାସ କରି ବିଫଳ ହେଉଛନ୍ତି ତେବେ ସେହି ସ୍ଥଳେ ଆପଣଙ୍କ ଆକାଉଣ୍ଟ ରୁ ୨୦ ଟଙ୍କା କଟିବ । ସେଥିପାଇଁ ଆକାଉଣ୍ଟ ରେ ଯେତିକି ଅଛି ତାଠାରୁ କମ ଟଙ୍କା ଉଠାଇବାକୁ ଚେଷ୍ଟା କରନ୍ତୁ। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *