ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ SBI ତରଫରୁ ତାଙ୍କ ଆକାଉଣ୍ଟ ଧାରୀ ମାନଙ୍କୁ SBI ତରଫରୁ ଜାରି ହୋଇଥିବା ଏକ ନିୟୁଜ ଅପଡେଟ ସମ୍ପର୍କରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ସମୟରେ ସରକାର ଙ୍କ ସବୁଠାରୁ ବଡ଼ ବ୍ୟାଙ୍କ ଭାବେ ପରିଚିତ SBI ବ୍ୟାଙ୍କ ତରଫରୁ ଏକ ଅପଡେଟ ଆସିଛି । ଜାହାକୁ ଶୁଣିବା ପରେ ଆକାଉଣ୍ଟ ଧାରୀ ମାନଙ୍କୁ ଝଟକା ଲାଗିପାରେ। ତେବେ ତଥ୍ୟ ଅନୁସାରେ SBI ରେ ଖାତା ଖୋଲିଥିବା ଆକାଉଣ୍ଟ ଧାରୀ ମାନଙ୍କ ମଧ୍ୟରୁ ଯଦି କେହି ହୋମ ଲୋନ ନେବାକୁ ଚାହାନ୍ତି ତେବେ ସେମାନଙ୍କ ଉପରେ ସୁଧହାର ଅଧିକ ଆସିବ ବୋଲି ସୂଚନା ମିଳୁଛି ।
ତେବେ ସୂଚନା ମୁତାବକ ଜଦି ଆପଣ SBI ରୁ ଘର ତିଆରି ପାଇଁ ଟଙ୍କା ଉଠାଉଛନ୍ତି ତେବେ ଆପଣଙ୍କୁ ୬.୯୫ ପ୍ରତିଶତ ଟଙ୍କା ର ସୁଧ ଦେବାକୁ ପଡିବ । ଯାହା ୬.୭୫ ପ୍ରତିସତ ଥିଲା । ଯାହା ବର୍ତ୍ତମାନ ସମୟରେ ଏଥିରେ .୨୦ ପ୍ରତିଶତ ବୃଦ୍ଧି ଘଟିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।