SBI ର ସତର୍କ ଵାଣୀ । ଗ୍ରାହକ ମାନେ ହୋଇଯାଅନ୍ତୁ ପ୍ରସ୍ତୁତ । ଏହାକୁ ନ ମାନିଲେ ହରାଇ ପାରନ୍ତି ଜୀବନ ଯାକ ର ସମସ୍ତ ପୁଞ୍ଜି…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଦେଶ ର ସବୁଠାରୁ ବୃହତମ ବ୍ୟାଙ୍କ SBI ର ନୂଆ ବର୍ଷ ପାଇଁ ଜାରି ହୋଇଥିବା ସତର୍କ ବାଣୀ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ଦିନକୁ ଦିନ ସାଇବର ଚୋରି ବଢ଼ିବାରେ ଲାଗିଛି । ସାଧାରଣତଃ ସାଧାରଣ ଲୋକ ମାନେ  ସାଇବର କ୍ରାଇମ କରୁଥିବା ଚୋର ମାନଙ୍କ କଥା ରେ ବିଭଳିତ ହୋଇ ନିଜର ବ୍ୟାଙ୍କ ର ସମସ୍ତ ଡାଟା ଦେଇ ଦିଅନ୍ତି ଯାହା ଫଳରେ ସେମାନେ ଜୀବନ ଯାକ ର ସମସ୍ତ ପୁଞ୍ଜି ଲଗାଇ ଖୋଲିଥିବା ବ୍ୟାଙ୍କ ର ସମସ୍ତ ଟଙ୍କା ଏକ ମିନିଟ ମଧ୍ୟରେ ଖାଲି ହୋଇଯାଇଥାଏ । 

 

ତେବେ ସେମାନେ ଆପଣଙ୍କୁ କୌଣସି ଅନଲାଇନ ସାଇଟ ଜେଭଳିକି ସୋସିଆଲ ମିଡ଼ିଆ ର ବିଭିନ୍ନ ଆକାଉଣ୍ଟ ରୁ ସେ ଆପଣଙ୍କୁ ମେସେଜ କରିବା ସହ  ସେମାନେ ମଧ୍ୟ ଆପଣଙ୍କୁ ଫୋନ କଲ କିମ୍ବା ମୋବାଇଲେ ଆପଣଙ୍କୁ ମେସେଜ ପଠାଇ ମିଛ ବ୍ୟାଙ୍କ ର ନାମ ନେଇ ବିଭିନ୍ନ ଲୋଭ ପ୍ରଲୋଭନ ଦେଖାଇ ଆପଣଙ୍କ ର ବ୍ୟାଙ୍କ ଡିଟେଲସ ମାଗିଥାନ୍ତି ।

 

 ଯାହା ଫଳରେ ଆପଣ ବ୍ୟାଙ୍କ ରୁ ମେସେଜ ଆସିଛି ଭାବି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ସଂଗେ ସଂଗେ ପଇସା କାଟି ଦିଅନ୍ତି । ଯାହା କୁ ଆପଣ ନ ମାନିବା ତଥା ବ୍ୟାଙ୍କ ସମ୍ବନ୍ଧରେ କୌଣସି ଡାଟା ନଦେବା ପାଇଁ sbi ତରଫରୁ ସତର୍କ ସୂଚନା ଦିଆଯାଇଛି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *